Odisha news

ଡିଜିଟାଲ ଏକ୍ସରେ କୁ ଉଦଘାଟନ କରିଲେ ଭଞ୍ଜନଗର ଏନଏସି ଅଧକ୍ଷ

0

ଭଞ୍ଜନଗର(ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) 24/11 ସ୍ଥାନୀୟ ସରକାରୀ ଡାକ୍ତର ଖାନା ସମୁଖରେ ଚିନ୍ମୟୀ ଡିଜିଟାଲ ଏକ୍ସରେ କୁ ମୁଖ୍ୟ ଅତିଥି ଭାବେ ବିଜ୍ଞ୍ୟାପିତ ଅଂଚଳ ପରିଷଦର ନଗରପାଳ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଛନ୍ତି, ସଂମାନତ ଅତିଥି ଭାବେ ସରକାରୀ ଡାକ୍ତର ଖାନାର ମୁଖ୍ୟ ଚିକିତ୍ସାଧିକାରୀ ସୀତାଂଶୁ ଶେଖର ଶତପଥୀ ଯୋଗ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଖାନା ପରିଚାଳକ ବିଚିତ୍ରାନନ୍ଦ ପାଣିଗ୍ରାହୀ, ସୁରେନ୍ଦ୍ର ବିଶୋଇ, ଡୁଲୁ ଦାସ ଓ ଏନଏସି ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ, ଶେଷରେ ଚିନ୍ମୟୀ ଏକ୍ସରେ ର ମାଲିକାଣି ପୁଷ୍ପାରାଣୀ ଦତ୍ତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

Har Ghar Tiranga

Leave A Reply