Odisha news

ଅବକାରୀ ବିଭାଗର ଚଢାଉ , ୩୪ ଲି. ଦେଶୀ ମଦ ଜବତ ଏବଂ ୩ କୋର୍ଟ ଚାଲାଣ

0
ବେତନଟୀ : ବେତନଟୀ ଅବକାରୀ ବିଭାଗ ତରଫରୁ ଆଜି ବିଭିନ୍ନ ସ୍ଥାନରେ ଅତର୍କିତ ଚଢଉ କରି ବଡ଼ସାହି , ବୈଶିଙ୍ଗା ଏବଂ ବେତନଟୀ ଥାନା ଅଞ୍ଚଳର ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ବେତନଟୀ ଅବକାରୀ ବିଭାଗ ର ଏସଆଇ ପ୍ରକାଶ ସାହୁ ଙ୍କ ନେତୃତ୍ଵରେ ଏକ ଟିମ ବଡ଼ସାହି ଥାନା ଅଧୀନ ଗୌଡଗାଁ ଅଞ୍ଚଳର ପୂର୍ଣ୍ଣିମା ନାଏକ ,ବୈଶିଙ୍ଗା ଥାନା ଅଧୀନ ମାଳିହାତୀ ଗ୍ରାମର ମାୟାଦୀ ହାଁସଦା ଏବଂ ବେତନଟୀ ଥାନା ଅଧୀନ ଆମ୍ବଯୋଡା ଗ୍ରାମର ଜଗଦିଶ ବେହେରା ଠାରୁ ୩୪ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଅବକାରୀ ଥାନାରେ ମାମଲା ରୁଜ୍ଜୁ କରି ଉକ୍ତ ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।
Har Ghar Tiranga

Leave A Reply