Odisha news

ମହାନଗର ନିଗମ ପକ୍ଷରୁ ସ୍ବଚ୍ଛତା ହିଁ ସେବା -୨୦୨୪ ସଚେତନତା କାର୍ଯ୍ୟକ୍ରମ।।ହୋଇଥିଲା

0
ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ସ୍ବଚ୍ଛତା ହିଁ ସେବା -୨୦୨୪ ସଚେତନତା କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ଯୋଗଦେଇ ପରିବେଶ ସୁରକ୍ଷା, ପ୍ରଦ୍ୟୁଷଣ ମୁକ୍ତ କରି ସନ୍ତୁଳନ ରଖା କଲେ ଏକ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ସ୍ଥାନୀୟ ଗାନ୍ଧୀ ନଗର ଷଷ୍ଠ ଓ ସପ୍ତମ ଲାଇନର ଜଗନ୍ନାଥ ମନ୍ଦିର ନିକଟରେ ପରିବେଶ ସ୍ବଚ୍ଛତା କିଛି ଥିଲେ। ଏହି ଅବସରରେ ବୃକ୍ଷ ରୋପଣ କରି ଏହାର ସୁରକ୍ଷା ଦାଇତ୍ୱ ଅଞ୍ଚଳର ଯୁବ ଗୋଷ୍ଠୀଙ୍କୁ ଦାଇତ୍ୱ ଦେଇ ଥିଲେ। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ,ପୂର୍ବତନ କର୍ପୋରେଟର ରଞ୍ଜିତ ପଟ୍ଟନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Har Ghar Tiranga

Leave A Reply