Odisha news

ଏମକେସିଜି କୁ ଅଚାନକ ପରିଦର୍ଶନ କଲେ ବିଧାୟକ କେ.ଅନିଲ କୁମାର

0
ବ୍ରହ୍ମପୁର :  ବ୍ରହ୍ମପୁର ବଡ଼ ମେଡିକାଲ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଓ ଯତ୍ନ ନିଆଯାଉଛି କି ନାହିଁ। ଚିକିତ୍ସା ସେବା ଯୋଗାଇ ଦେବା ରେ ଡାକ୍ତର ଅବହେଳା ହେଉଛି କି ନାହିଁ ବୋଲି ସେହି ବିଷୟ ରେ  ଅଚାନକ ପରିଦର୍ଶନ କରି ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର ରୋଗୀ ମାନଙ୍କ ସହିତ ଆଲୋଚନା କରି ଥିଲେ। ଏମକେସିଜି ରେ ଦୀର୍ଘ ଦିନର ସମସ୍ୟା ଉପରେ ମେଡିକାଲ କର୍ତୃପକ୍ଷ ଙ୍କ ସହ ଆଲୋଚନା I ଏହାର କିପରି ସମାଧାନ ନିମନ୍ତେ ବିଧାନସଭା ରେ ଉପସ୍ଥାପନା କରିବା ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତୀ ଙ୍କ ଆଲୋଚନା କରି ଖୁବ ଶୀଘ୍ର ସମାଧାନ ର ରାସ୍ତା ବାହାର କରାଯିବା ଉପରେ ସେ ନିଜର ରଖିଛନ୍ତି।

Leave A Reply