ଭୁବନେଶ୍ବର: ଗୁରୁବାର ସକାଳ ସୁଦ୍ଧା ଗଞ୍ଜାମରେ ୧୭ଟି ଓ ମୟୂରଭଞ୍ଜରେ ୩ଟି ନୂଆ ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିବା କଥା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗସୂତ୍ରରୁ ଜଣାପଡ଼ିଛି।
ଗଞ୍ଜାମର ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ୨୭ ବର୍ଷିୟ, ଦୁଇ ଜଣ ୪୩ ବର୍ଷିୟ ଏବଂ ବାକି ସମସ୍ତେ ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧,୩୯, ୪୬, ୧୮ ଓ ୨୪ ବର୍ଷିୟ ପୁରୁଷ। ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ମହିଳା ଅଛନ୍ତି।
First Health Update, 7th May
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44(Surat returnees. In quarantine)
Total Positive Case: 205
ଉଭୟ ଗଞ୍ଜାମ ଓ ମୟୂରଭଞ୍ଜର ଆକ୍ରାନ୍ତମାନେ ସୁରତ ଫେରନ୍ତା। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍ଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।