Odisha news

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ

0
ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଛି ,ଏଥିରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରି ନାରାୟଣ ପାତ୍ର ଯୋଗ ଦେଇ ଫିତା କାଟି ଉଦଘାଟନ କରିଛନ୍ତି ,ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ମାନସ ରଞ୍ଜନ ସାମଲ , ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ଅଧ୍ୟକ୍ଷ  ଧନେଶ୍ଵର ସେଠୀ,ମିଶନ ଶକ୍ତି ଅଧିକାରୀ ସରୋଜ ମହାରଣା,ସିଡିପିଓ ବିନୋଦିନୀ ତ୍ରୀପାଠୀ ଓ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ମିଶନ ଶକ୍ତି କାଫେ ହେବା ଫଳରେ ରୋଗୀ ଓ ସଂମ୍ପକୀୟ ସୁଲଭ ମୁଲ୍ୟରେ ଖାଦ୍ୟ ପାର ପାରିବେ।ଏହି କାଫେକୁ ଘସିପୁରା ବ୍ଳକ ତରିମୂଳ ଗ୍ରାମର  ମା’ଚଣ୍ଡି ଏସେଜି ମହିଳା ମାନେ ପରିଚାଳନା କରୁବେ । ବହୁ ସଂଖ୍ୟାରେ ମିଶନ ଶକ୍ତି ମହିଳା ମାନେ ଉପସ୍ଥିତ ଥିଲେ।
Nalco

Leave A Reply