Odisha news

କଣ ଆପଣ ସୁଗାର ରୋଗରେ ପିଡୀତ କୀ ? ଆପଣାନ୍ତୁ ଏହି ୫ଟି ଜିନିଷ

0
ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସମସ୍ତେ ସର୍ବଦା ଚେଷ୍ଟା କରି ଥାଆନ୍ତି l ସେଥିପାଇଁ ବିଶେଷ ଭାବରେ ପ୍ରାକୃତିକ ଉପାୟ କୁ ଗୁରୁତ୍ୱ ଦିଅନ୍ତି l ମଧୁମେହ ଆଜିକାଲି ଗୋଟିଏ ଏଭଳି ରୋଗ ଯାହାଦ୍ୱାରା କେହିନା କେହି ପୀଡିତ ହେଉଛନ୍ତି l ତେଣୁ କିଛି ବ୍ୟକ୍ତି ଏଭଳି ମଧ୍ୟ ଅଛନ୍ତି ଯିଏକି ସବୁବେଳେ ଔଷଧ ସେବନ କରିବାକୁ ପସନ୍ଦ କରନ୍ତି ନାହିଁ l ସେହି ସ୍ଥାନରେ ପ୍ରାକୃତିକ ଭାବରେ ଗ୍ଲୁକୋଜ ସ୍ତର କୁ ନିୟମିତ କରିବାରେ ସାହାଯ୍ୟ କରିଥାଏ l ଆଜି ଆସନ୍ତୁ ଜାଣିବା ମଧୁମେହ ସ୍ତର କୁ ହ୍ରାସ କରିବାର ଜଡିବୁଟି ବିଷୟ ରେ l

* ଲିମ୍ବ ଅନେକ ଗୁଡିଏ ରୋଗ ପାଇଁ ଆୟୁର୍ବେଦିକ ଔଷଧ ଭାବରେ ଜଣାଶୁଣା l ଲିମ୍ବ ରେ ଥିବା ବାୟୋଆକ୍ଟିଭ କମ୍ପାଉଣ୍ଡ ଆଣ୍ଟି ଡ଼ାଈବିଟିକ ର ଇଫେକ୍ଟ ପକାଇଥାଏ l ଲିମ୍ବ ପତ୍ର ସେବନ କରିବା ଦ୍ୱାରା ଏହା ମଧୁମେହ କମ୍ପ୍ଲିକେସନ କୁ ଦୂର କରିଦେଇ ଥାଏ l ଏବଂ ସୁଗାର ନିୟନ୍ତ୍ରିତ ହୋଇଥାଏ l

* ନିଜ ସ୍ୱାଦ ବ୍ୟତୀତ ଡ଼ାଲିଚୀନୀ ବ୍ଲଡ଼ ସୁଗାର କୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥାଏ l ଅଧ୍ୟୟନ ଅନୁସାରେ ଡାଲଚିନି ଇନ୍ସୁଲିନ ସେନସିଟିଭିଟି କୁ ବୃଦ୍ଧି କରିବା ସହିତ ଖାଲି ପେଟରେ ବ୍ଲଡ଼ ସୁଗାର କୁ ହ୍ରାସ କରିଥାଏ l

* ନିଜର ଔଷଧୀୟ ଗୁଣ ଯୋଗୁଁ ହଳଦୀ ଖୁବ ଆଦୃତ ଅଟେ l ହଳଦୀ ରେ ଥିବା କରକ୍ୟୁମିନ ଗୋଟିଏ ପାୱାରଫୁଲ କମ୍ପାଉଣ୍ଡ ଅଟେ l ହଳଦୀ ଆଣ୍ଟି ଡ଼ାଈବିଟିକ ଓ ଆଣ୍ଟି ଏଂଫ୍ଲାମେଟ୍ରି ଇଫେକ୍ଟସ ଯୋଗୁଁ ଜଣାଶୁଣା l ତେଣୁ ମଧୁମେହ ରୋଗୀ ସକାଳୁ ହଳଦୀ ଚା ସେବନ କରିବା ଦ୍ୱାରା ମଧୁମେହ ସମସ୍ୟା ଦୂର ହୋଇଥାଏ l

* ମେଥି ଅନେକ ଗୁଡିଏ ସ୍ୱାସ୍ଥ୍ୟ ଲାଭର କାରଣ ହୋଇଥାଏ l ମେଥି ରେ ସଲ୍ୟୁବୁଲ ଫାଇବର ଓ ଟ୍ରାଇଗୋନେଲାଇନ ଭଳି ପଦାର୍ଥ ରହିଥାଏ l ଯାହା ଇନ୍ସୁଲିନ ସେନସିଟିଭିଟି କୁ ବୃଦ୍ଧି କରିଥାଏ l ଏବଂ ଗ୍ଲୁକୋଜ ମେଟାବୋଲିଯିମ କୁ ହ୍ରାସ କରିଥାଏ l

* ଅଁଳା ଗୋଟିଏ ସୁପର ଫୁଡ ଅଟେ l ଯାହାକି ଆଣ୍ଟି ଆକ୍ସିଡେଣ୍ଟ ରେ ଭରପୁର l ଏହା ପେଂକ୍ରୀୟାଜ କୁ ଫଙ୍କସନ କରିବା ସହିତ ବ୍ଲଡ଼ ଗ୍ଲୁକୋଜ କୁ କମ କରିଥାଏ l ଅଁଳା ରେ ଥିବା ଆଣ୍ଟି ଦଇବୀଟିକ ଗୁଣ ଖୁବ ଉପକାରୀ ଅଟେ l

Har Ghar Tiranga

Leave A Reply