Odisha news

ନିୟମିତ ସେବନ କରନ୍ତୁ ମାତ୍ର ଗୋଟିଏ ପତ୍ର କିଡ୍ନୀ ସ୍ତନ ସମସ୍ୟା ଦୂର ହେବା ସହିତ ମିଳିବ ୪ଟି ରୋଗ ରୁ ମୁକ୍ତି

0

ଆମେ ଅନେକ ସମୟରେ ପେଟ ଯନ୍ତ୍ରଣା କୁ ଖୁବ ସହଜ ରେ ନେଇଯାଇ ଥାଉ, ଆମେ ଏହାକୁ ଏସିଡ଼ିଟି, କୋଷ୍ଠ କାଠିନ୍ୟ ର କାରଣ ବୋଲି ଭାବିଥାଉ l କିନ୍ତୁ ଯଦି ଏହି ଯନ୍ତ୍ରଣା ନିୟମିତ ହୋଇଥାଏ ତେବେ ଏହାକୁ ସହଜ ରେ ନେବା ଉଚିତ ନୁହେଁ l ଏହା କିଡ୍ନୀ ଷ୍ଟୋନ ର କାରଣ ହୋଇଥାଏ l ଏଥିପାଇଁ ଅମର ପୋଇ ପତ୍ର ଯାହାକୁ ପଥର ଚଟା ମଧ୍ୟ ହିନ୍ଦୀ ରେ କୁହାଯାଇ ଥାଏ ଏହା ଖୁ ଉପକାରୀ l

ଏହି ଗଛର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ, ଯାହା ବିଶେଷ ଭାବରେ କିଡ୍ନୀ ପାଇଁ ରାମବାଣ l କିଡ୍ନୀ ଷ୍ଟୋନ ଛଡା ଏହା ଅନେକ ରୋଗର ନିରାକରଣ ମଧ୍ୟ କରିଥାଏ l ଏହି ପତ୍ର ଇମ୍ଫ୍ଲମେଟ୍ରି ଗୁଣରେ ଭରପୁର ଅଟେ, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l

ଯଦି ଆପଣ କିଡ୍ନୀ ଷ୍ଟୋନ ରେ ପ୍ରଭାବିତ ଅଟନ୍ତି ତେବେ ନିୟମିତ ଭାବରେ ଏହି ପତ୍ର ରୁ ଗୋଟିଏ ଲେଖାଏଁ ନିହାତି ସେବନ କରିବା ଜରୁରୀ l ଏହାଛଡା ଏହି ପତ୍ର ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଲାଭ ଦାୟକ ଅଟେ l
– ଏହି ପତ୍ର ଶରୀର ଫୁଲିବାକୁ ନିୟନ୍ତ୍ରିତ କରିଥାଏ l
– ପରିସ୍ରା ସମସ୍ୟା ଠିକ କରିଥାଏ l
– ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦେଇଥାଏ l
– ପୋଟାସିୟମ ର ଗୋଟିଏ ଭଲ ସ୍ରୋତ ହୋଇଥିବାରୁ ମାଂସପେଶୀ ପାଇଁ ଖୁବ ହିତକର l
– ଯଦି ଦୀର୍ଘ ଦିନରୁ କିଡ୍ନୀ ସମସ୍ୟାରେ ପୀଡିତ ଅଟନ୍ତି ତେବେ ନିୟମିତ ଭାବରେ ଅମର ପୋଇ ପତ୍ର କୁ ସିଝାଇ ସେବନ କରନ୍ତୁ l ପେଟ ଯନ୍ତ୍ରଣା ରୁ ଆରାମ ମିଳିଥାଏ ଏବଂ କିଡ୍ନୀ ସମସ୍ୟା ମଧ୍ୟ ଠିକ ରହିଥାଏ L

Har Ghar Tiranga

Leave A Reply