Odisha news

ବାରେଲ୍‌ରେ ୭୮ ଦିନ

0

ଦକ୍ଷିଣ ଆଫ୍ରିକାର ଜନୈକ ବର୍ନୋନ୍‌ କ୍ରୁଗର୍‌ ୮୨ ଫୁଟ୍‌ ଉଚ୍ଚ ଖମ୍ବ ଶୀର୍ଷରେ ଥିବା ବାରେଲ୍‌ ଭିତରେ ୭୮ ଦିନ ରହି ନିଜ ଗିନିଜ୍‌ ରେକର୍ଡ ଭାଙ୍ଗିଛନ୍ତି । ଖମ୍ବର ଶୀର୍ଷରେ ୧୩୨ ଗାଲେନ୍‌ ବାରେଲ୍‌ରେ ସେ ୭୮ ଦିନ, ୨୩ ଘଣ୍ଟା ଓ ୨୪ ମିନିଟ୍‌ ଅତିବାହିତ କରିଥିଲେ । ହେଲିକେପଫର ସାହାଯ୍ୟରେ ତାଙ୍କୁ ବାହାରକୁ ଅଣାଯାଇଛି । ସେ ୧୯୯୭ରେ ଖମ୍ବରେ ଫିକ୍ସ ହୋଇଥିବା ଏହି ବାରେଲ୍‌ରେ ୬୭ ଦିନ ରହି ପ୍ରଥମେ ଗିନିଜ୍‌ ବିଶ୍ୱ ରେକର୍ଡ କରିଥିଲେ । ସେ ତୃତୀୟବାର ନିଜ ରେକର୍ଡ ଭାଙ୍ଗିବା ଉଦ୍ୟମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Nalco

Leave A Reply