Odisha news

ଏହି ୫ଟି ଡ୍ରିଂକ୍ସ ଦ୍ରୁତ ଭାବରେ କିଡ୍ନୀ କୁ କରିଥାଏ କ୍ଷତି

0

* ଡାର୍କ କଲର ସୋଢା –
କଳା ରଙ୍ଗର ସଫ୍ଟ ଡ୍ରିଂକ୍ସ ରେ ଫସଫୋରିକ ଏସିଡ ର ମାତ୍ରା ଅଧିକ ରହିଥାଏ, ଯାହାକି କିଡ୍ନୀ ଷ୍ଟୋନ ଓ କିଡ୍ନୀ ଫେଲିୟର ର ବିପଦ କୁ ବଢ଼ାଇ ଦେଇଥାଏ l ଏହାଛଡା ଏଥିରେ ସୁଗାର ଓ କାଫିନ ର ମାତ୍ରା ଖୁବ ଅଧିକ ରହିଥାଏ l ଯାହାକି କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇଥାଏ l

* ପ୍ୟାକେଟ ଓ ବୋତଲ ଯୁକ୍ତ ଫ୍ରୁଟସ ଡ୍ରିଙ୍କ –
ପ୍ୟାକେଜଡ଼ ଫ୍ରୁଟସ ଡ୍ରିଙ୍କ ରେ ନେଚୁରାଲ ଜୁସ ଅପେକ୍ଷା ଅଧିକ ପ୍ରିଜର୍ଭଭେଟିବ ଓ ୱାଡେଡ଼ ସୁଗାର ରହିଥାଏ l ଏହା କେବଳ ମଧୁମେହ ର ବିପଦ ନୁହେଁ ବରଂ କିଡ୍ନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l  କାହିଁକିନା ଏହି ଡ୍ରିଂକ୍ସ ଶରୀରରେ ଟାକ୍ସିନ ବଢ଼ାଇଥାଏ l

* ଏନର୍ଜି ଡ୍ରିଂକ୍ସ –
ଏନର୍ଜି ଡ୍ରିଂକ୍ସ ରେ ଥିବା ହାଇ କାଫିନ ଓ ସୁଗାର କଣ୍ଟେଣ୍ଟ ଦ୍ୱାରା କିଡ୍ନୀ ଉପରେ ଖରାପ ପ୍ରଭାବ ପଡେ, ଏହା ଶରୀରରେ ୟୁରିନେସନ ବଢ଼ାଇଥାଏ l  ଯାହାଦ୍ୱାରା ଶରୀର ପୃ ଜଳୀୟ ଅଂଶ ହ୍ରାସ ହୋଇଥାଏ ଏବଂ କିଡ୍ନୀ ଉପରେ ପ୍ରଭାବ ପଡିଥାଏ l

* ସ୍ପୋର୍ଟ୍ସ ଡ୍ରିଂକ୍ସ –
ସ୍ପୋର୍ଟ୍ସ ଡ୍ରିଂକ୍ସ କୁ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଇ ଥାଏ l  କିନ୍ତୁ ଏଥିରେ ହାଇ ସୋଡିୟମ ଓ ଅଡେଡ଼ ସୁଗାର ରହିଥାଏ l ଯାହାକୁ ନିୟମିତ ସେବନ ଦ୍ୱାରା କିଡ୍ନୀ ଉପରେ ଖରାପ ପ୍ରଭାବ ପଡିଥାଏ l

Leave A Reply