Odisha news

ସଂଯୁକ୍ତା କିଷାନ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର                             

0

ଛତ୍ରପୁର, ୧୦/୧: ଚାଷୀ ମାନଙ୍କ ଜ୍ଵଳନ୍ତ ସମସ୍ୟା ର ସମାଧାନ କରିବା ସମେତ  ୬ଦଫା ଦାବୀ ନେଇ  ସଂଯୁକ୍ତ କିସାନ ମୋର୍ଚ୍ଚା ପକ୍ଷରୁ  ଓଡିଶା ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ, ମିନିମହାପାତ୍ର ଙ୍କ ସମେତ ବହୁ ଚାଷୀ ସଂଗଠନ ର ନେତା ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ

Leave A Reply