By suvendra Pattanaik : ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାରତର ଗୋଟିଏ ପ୍ରଭାବଶାଳୀ ବ୍ୟକ୍ତିତ୍ୱ କହିଲେ ଅତିଉକ୍ତି ହେବ ନାହିଁ, କେବଳ ଦେଶ ନୁହେଁ ବିଦେଶ ରେ ମଧ୍ୟ ସେ ନିଜର ବ୍ୟକ୍ତିତ୍ୱ ର ପରିପ୍ରକାଶ କରି ଭାରତକୁ ଗୋଟିଏ ସୁଦୃଢ଼ ପରିଚୟ ଦେଇପାରିଛନ୍ତି l୨୦୧୬ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଆଫଗାନିସ୍ତାନ ର ସର୍ବୋଚ୍ଚ ନାଗରିକ ସମ୍ମାନ ଅମୀର ଆମାନୁଲ୍ହା ଖାନ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇ ଥିଲା, ଇସ୍ରାଏଲ ସହିତ ଯୁଦ୍ଧ ଲଢ଼ିଥିବା ପାଲେଷ୍ଟାଇନ ମାନେ ମଧ୍ୟ ୨୦୧୮ ରେ PM ମୋଦୀ ଙ୍କୁ ପାଲେଷ୍ଟାଇନ ର ଗ୍ରାଣ୍ଡ କଲର ଅଫ ଦି ଷ୍ଟେଟ ଅଫ ଫିଲିସ୍ତିନି ପୁରସ୍କାର ରେ ସମ୍ମାନିତ କରାଯାଇ ସାରିଛି , ସେହି ୨୦୧୬ ରେ PM ମୋଦୀ ଙ୍କ ସାଉଦୀ ଆରବ ର ସର୍ବୋଚ୍ଚ ସମ୍ମାନ ‘କିଙ୍ଗ ଅବଦୁଲ ଅଜିଜ ଶୈଶ ‘ ରେ ସମ୍ମାନିତ କରାଯାଇଥିଲା , ସଂଯୁକ୍ତ ଆରବ ଏମିରଟସ ଦ୍ୱାରା ୨୦୧୯ ରେ PM ମୋଦୀ ଙ୍କୁ ଅର୍ଡର ଅଫ ଜାୟଦ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇ ସାରିଛି, ସେହି ୨୦୧୯ ରେ ମାଳଦୀପ ସରକାର ‘ନିଶାନ ଇଜ୍ଜୁଧୀନ ସମ୍ମାନ ଦ୍ୱାରା PM ମୋଦୀ ଙ୍କୁ ସମ୍ମାନିତ କରାଯାଇ ଥିଲା, କିନ୍ତୁ ସେହି ସମୟ ରେ ମହମ୍ମଦ ମୁଇଜ୍ଜୁ ଙ୍କ ସରକାର ନଥିଲା , ବାହାରିନ ର ‘ଦି କିଙ୍ଗ ହାମାଦ ଅର୍ଡର ଅଫ ଦି ରେନେସାଂ ପୁରସ୍କାର ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ୨୦୧୯ ରେ ସମ୍ମାନିତ କରାଯାଇ ଥିଲା, ରୁଷ ର ଦି ଅର୍ଡର ଅଫ ସେଣ୍ଟ ଏଂଦ୍ୟୁ ଦି ଏପୋଷ୍ଟଲ ସମ୍ମାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ ମିଳି ସାରିଛି, ଆମେରିକା ଦ୍ୱାରା ୨୦୨୦ ରେ ୟୁନାଇଟେଡ଼ ଷ୍ଟେଟ ଆର୍ଡ଼ ଫୋରସେନ୍ସ ପୁରସ୍କାର ରେ ସମ୍ମାନିତ କରାଯାଇ ଥିଲା, ଲିଜନ ଅଫ ମେରିଟ ପୁରସ୍କାର ଦ୍ୱାରା PM ମୋଦୀ ଙ୍କୁ ସମ୍ମାନିତ କରାଯାଇ ସାରିଛି, ୨୦୨୩ ରେ ପଲାଉ ର ଏବାକାଲ ପୁରସ୍କାର ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସମ୍ମାନିତ କରାଯାଇ ସାରିଛି, ଭୁଟାନ ର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ‘ଦି ଡୁକ ଗିଆଲପୋ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ୨୦୨୧ ରେ ସମ୍ମାନିତ କରାଯାଇ ଥିଲା l