Odisha news

ସାଂସଦ ପ୍ରତିନିଧି ଭାବେ ସୁଦର୍ଶନ ମନୋନୀତ 

0
କାକଟପୁର 6/10 କାକଟପୁର ନିର୍ବାଚନ ମଣ୍ଡଳୀର ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଙ୍କ ପ୍ରତିନିଧି ଭାବେ ସୁଦର୍ଶନ ସ୍ୱାଇଁ ମନୋନୀତ ହେବା ପରେ ମା ମଙ୍ଗଳା ଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କରିଛନ୍ତି l ତାଙ୍କ ସହିତ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ରତିକାନ୍ତ ବେହେରା, କୈଳାଶ ଚନ୍ଦ୍ର ନାୟକ,କାବୁଲା ବିଶ୍ୱାଳ, ରାଜନ ମହାନ୍ତି, ଚିତ୍ତରଞ୍ଜନ ସ୍ୱାଇଁ, ରାଜକିଶୋର ମଲ୍ଲିକ, ,ପ୍ରସନବେହେରା,ଈଶ୍ଵରବେହେରା,ଆଲୋକ ପଣ୍ଡା, ତ୍ରିଲୋଚନ ବିଶ୍ୱାଳ, ଅଜୟ ମହାରଣା ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗଦେଇଥିଲେ l
Nalco

Leave A Reply