Odisha news

ଶରୀରର ଏହି ସ୍ଥାନରେ ଯଦି ଲଗାତାର ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ହୁଅନ୍ତୁ ସତର୍କ, ଏହା ହୋଇପାରେ ବୋନ କ୍ୟାନ୍ସର କାରଣ

0

ବୋନ କ୍ୟାନ୍ସର ଗୋଟିଏ ଦୁର୍ଲଭ କ୍ୟାନ୍ସର l ଏହା ଖୁବ କମ ଦେଖିବାକୁ ମିଳିଥାଏ କିନ୍ତୁ ସମସ୍ତ କ୍ୟାନ୍ସର ଭଳି ଏହା ଶୀଘ୍ର ଜଣା ପଡିବା ଜରୁରୀ l ହାଡ଼ରେ ଲଗାତାର ଯନ୍ତ୍ରଣା, ହାଡ଼ ଫୁଲିଯିବା,  ସାଧାରଣ ଫ୍ୟାକ୍ଚର , ଏବଂ ଗଣ୍ଠି ଯନ୍ତ୍ରଣା ଇତ୍ୟଦି  ବୋନ କ୍ୟାନ୍ସର ର  ସାଧାରଣ ସମସ୍ୟା l ଗୋଟିଏ ତଥ୍ୟ ଆଧାର ରେ କୁହାଯାଇଛି ଯେ ଯଦି ପିଠି ଯନ୍ତ୍ରଣା ଏବଂ ଅଣ୍ଟା ର ତଳ ପାର୍ଶ୍ୱରେ ଯଦି ଯନ୍ତ୍ରଣା ହୋଇଥାଏ ଆମେ ତାହାକୁ ଖୁବ ହାଲୁକା ରେ ନେଇ ଯାଇଥାଉ କିନ୍ତୁ ଏହା ଠିକ ନୁହେଁ l

ଏଭଳି ୩ ଟି ଲକ୍ଷଣ ରହିଛି ଯାହାକି ବୋନ୍ କ୍ୟାନ୍ସର ର ସାଧାରଣ ଲକ୍ଷଣ :-
* ଏହି ଗବେଷଣା ଅନୁସାରେ ଯଦି କୌଣସି ବ୍ୟକ୍ତି ଙ୍କର ପିଠି ରେ ଯନ୍ତ୍ରଣା ହେଉଛି ଏବଂ ଏହି ଯନ୍ତ୍ରଣା ମେରୁଦଣ୍ଡ ରେ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ l ଏହାକୁ ସାଧାରଣ ଅଣ୍ଟା ବିନ୍ଧା ଭାବି ଅଣଦେଖା କରନ୍ତୁ ନାହିଁ l

* ଯଦି କୌଣସି ବ୍ୟକ୍ତିଙ୍କ ର ରାତିରେ ଶୋଇବା ସମୟରେ ଅତ୍ୟଧିକ ପିଠି  ଯନ୍ତ୍ରଣା ହୋଇଥାଏ କିମ୍ବା ଗୋଡ଼ ର ହାଡ଼ ଗୁଡିକ ଯନ୍ତ୍ରଣା ହୋଇଥାଏ ତେବେ ତାହାକୁ ଅତ୍ୟଧିକ ସହିବା ପରିବର୍ତ୍ତେ ଖୁବ ଶୀଘ୍ର ଡାକ୍ତର ଙ୍କୁ ଦେଖାନ୍ତୁ l

* ଯଦି ଶରୀର ର ମସଲସ କିମ୍ବା ହାଡ଼ ନିକଟରେ କିମ୍ବା ଅଣ୍ଟା ରେ କୌଣସି ଗେଟା ଦେଖା ଦେଉଛି ତେବେ ଏହା ଭବିଷ୍ୟତ ରେ ଶରୀର ପାଇଁ ପ୍ରାଣ ଘାତକ କ୍ୟାନ୍ସର ସମସ୍ୟା ହୋଇଥାଏ l

Nalco

Leave A Reply