Odisha news

ଅଣ୍ଡା – ଚିକେନ ଖାଉଥିବା ବ୍ୟକ୍ତି ହୋଇ ଯାଆନ୍ତୁ ସାବଧାନ : ଦ୍ରୁତ ବେଗରେ ବୃଦ୍ଧି ପାଉଛି ବାର୍ଡ଼ ଫ୍ଲୁ, ଜାଣନ୍ତୁ ଏହାର ଲକ୍ଷଣ

0

ଝାରଖଣ୍ଡ ର ରାଜଧାନୀ ରାଞ୍ଚି ରେ ବାର୍ଡ଼ ଫ୍ଲୁ ର ଅନେକ ଗୁଡିଏ ମାମଲା ସାମ୍ନାକୁ ଆସିଛି l ଅନେକ ଗୁଡିଏ ସାମ୍ପୁଲ ପରୀକ୍ଷା କରାଯାଇ ଥିଲା ଯେଉଁଥିରେ ଏଭିଏନ ଇନଫ୍ଲୁଏଞ୍ଜା H5N1ର ଯାଞ୍ଚ କରାଯାଇଛି , ଏହାପରେ ଅଣ୍ଡା ଚିକେନ ଖାଉଥିବା ଲୋକ ମାନଙ୍କୁ ସାବଧାନ କରାଯାଇଛି l ବାର୍ଡ଼ ଫ୍ଲୁ ଗୋଟିଏ ଭୟଙ୍କର ରୋଗ l

ଆମେରିକାରେ ଏଭିଏନ ଇନଫ୍ଲୁଏଞ୍ଜା H5N1 ର ଅନେକ ଗୁଡିଏ ମାମଲା ସାମ୍ନାକୁ ଆସିଛି , ଝାରଖଣ୍ଡ ର ରାଜଧାନୀ ରାଞ୍ଚି ରେ ବାର୍ଡ଼ ଫ୍ଲୁ ର ଅନେକ ଗୁଡିଏ ମାମଲା ସାମ୍ନାକୁ ଆସିଛି l ବାର୍ଡ଼ ଫ୍ଲୁ କୋ ଏଥିପାଇଁ ପ୍ରାଣ ଘାତକ ବୋଲି କୁହାଯାଉଛି, କାହିଁକି ନା ଏହା ପକ୍ଷୀ ମାନଙ୍କ ନିକଟରୁ ମଣିଷ ଙ୍କ ନିକଟକୁ ଦ୍ରୁତ ବେଗରେ ବ୍ୟାପୁଛି l ବାର୍ଡ଼ ଫ୍ଲୁ ଯେତେ ଦ୍ରୁତ ବେଗରେ ବ୍ୟାପୁଛି ସେଥିପାଇଁ ଚିକେନ ଓ ଅଣ୍ଡା ଖାଇବା ଠାରୁ ନିହାତି ଦୁରେଇ ରହିବା ଜରୁରୀ l ଏହା ମଣିଷ ଙ୍କ ଜୀବନ ପାଇଁ ଚିନ୍ତାର କାରଣ ହୋଇପାରେ l

ଏଭିଏନ ଇନଫ୍ଲୁଏଞ୍ଜା H5N1 ଲକ୍ଷଣ –
– ଏହି ଲକ୍ଷଣ ଦେଖାଯିବା ମାତ୍ରକେ ଗଳା କିଚ କିଚ ହେବା , ଗଳାରେ ଯନ୍ତ୍ରଣା, ଜ୍ବରରେ ପୀଡିତ ହେବା, ସର୍ଦି ଥଣ୍ଡାରେ ପୀଡିତ ହେଲା ଭଳି ଦେଖା ଯାଇଥାଏ l

– ହାଡ଼ ଗୋଡ଼ ବିନ୍ଧିବା, ଥଣ୍ଡା ଲାଗିବା, ଥକା ଅନୁଭବ ହେବା, ମୁଣ୍ଡ ଓ ଛାତିରେ ଦ୍ରୁତ ବେଗରେ ଯନ୍ତ୍ରଣା ହେବା, ଭୋକ ନଲାଗିବା ଭଳି ସମସ୍ୟା ଦେଖା ଯାଇଥାଏ l

– କାଶ ଲଗାତାର ଭାବରେ ଲାଗି ରହିଥାଏ, ଏବଂ ଜ୍ୱର ର ମାତ୍ରା ଏତେ ଅଧିକ ରହିଥାଏ ଯେ ଡାକ୍ତର ଖାନା ରେ ଆଡ଼ମିସନ କରିବାକୁ ମଧ୍ୟ ପଡିଥାଏ l

ମଣିଷ ଙ୍କ ମଧ୍ୟରେ କିଭଳି ବ୍ୟାପି ଥାଏ ବାର୍ଡ଼ ଫ୍ଲୁ –
– ଯେତେବେଳେ ଆପଣ ବାର୍ଡ଼ ଫ୍ଲୁ ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସିବା ଦ୍ୱାରା ବାର୍ଡ଼ ଫ୍ଲୁ ର ସମ୍ଭାବନା ଅଧିକ ବଢି ଯାଇଥାଏ l
– ସଂକ୍ରମିତ ପକ୍ଷୀଙ୍କ ମଳ, ମୂତ୍ର, ଏବଂ ଆକ୍ଷିରୁ ସ୍ରାବ ହେଉଥିବା ଫ୍ଲୁଇଡ ର ସଂସ୍ପର୍ଶ ରେ ଆସିବା ଦ୍ୱାରା ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ଅଧିକ ବଢିଯାଏ l
– ଯଦି ସନରମିଟ ପକ୍ଷୀ ର ଅଣ୍ଡା ଓ ମାଂସ ସେବନ କରିବେ ତେବେ ବାର୍ଡ଼ ଫ୍ଲୁ ରେ ସଂକ୍ରମିତ ହେବାର ସମ୍ଭାବନା ବଢି ଯାଇଥାଏ l

Leave A Reply