Odisha news

ବାଲିସାହି ପଞ୍ଚାୟତ ରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ 

0
ସାଲେପୁର : ବାଲିସାହି ପଞ୍ଚାୟତରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଲିସାହି ପଞ୍ଚାୟତ ବିଜୁ ଜନତା ଦଳର ସଭାପତି ଅଶ୍ୱିନୀ ଦାସଙ୍କ ନେତୃତ୍ୱରେ  ଶତାଧିକ କର୍ମୀ ମାନେ ଘର ଘର ବୁଲି ରୋଧପୁର ଗ୍ରାମର ଏକ ନମ୍ବର, ଦୁଇ ନମ୍ବର ଓ ତିନି ନମ୍ବର ୱାର୍ଡରେ ଥିବା ୨୦୦ରୁ ଉର୍ଦ୍ଧ୍ବ ଘରେ ଶଙ୍ଖ ଚିନ୍ହ ଥିବା ପୋଷ୍ଟର ଲଗାଇ ଥିଲେ। ଏହି ଅଵସରରେ ରାଜ୍ୟ ସରକାରଙ୍କ ସମସ୍ତ ଜନ ହିତକର ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ଗୁଲୁରେଜ ଅଲ୍ଲୀ,ବିନୋଦ ମଲ୍ଲିକ , ସରପଞ୍ଚ ପବିତ୍ର ସାମଲ , ସମିତି ସଭ୍ୟ ଗୌତମୀ ମଲ୍ଲିକ ,ପୂର୍ବତନ ସରପଞ୍ଚ ସରସ୍ୱତୀ ବେହେରା, ଜୟରାମ ବେହେରା, ରାଜେଶ୍ ମହାନ୍ତି ,ମନୋଜ ସାମଲ , ପଶୁରାମ ଦିକ୍ସିତ୍,ବିଭୂତି ଭୂଷଣ ଦାସ , ଶ୍ୟାସୁନ୍ଦରପୁର ଦାସ , ଖୁଲଣା ମହାରଣା , ସ୍ୱର୍ଣଲତା ବେହେରା , ଗୀତାଞ୍ଜଳି ବେହେରା , ନଳିନୀ ସ୍ୱାଇଁ ,ନବ କିଶୋର ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ
Nalco

Leave A Reply