Odisha news

ଘରର ଦକ୍ଷିଣ ଦିଗରେ ରଖି ଦିଅନ୍ତୁ ଏହି ୩ଟି ଜିନିଷ ମିଳିଵ ମାଲକ୍ଷ୍ମୀଙ୍କ କୃପା

0

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗ ଖୁବ ଶୁଭ ଅଟେ, ଏହିଦିଗ ର ଶାସ୍ତ୍ରରେ ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତିମାନେ ଘରର ଦକ୍ଷିଣ ଦିଗକୁ ମହତ୍ୱ ଦିଅନ୍ତି ସେମାନଙ୍କ ଜୀବନ ରେ ସୁଖସମୃଦ୍ଧି ର ଅଭାବ ନଥାଏ l ମାନ୍ୟତା ରହିଛି ଯେ ଯଦି ଆପଣ ଘରର ଦକ୍ଷିଣ ଦିଗରେ ୩ଟି ଜିନିଷ କୁ ରଖି ଦିଅନ୍ତି ତେବେ ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ରହିବ l

– ମାତା ଲକ୍ଷ୍ମୀଙ୍କ କୃପା ସଭିଙ୍କୁ ଆବଶ୍ୟକ l ତେଣୁ ବାସ୍ତୁ ଶାସ୍ତ୍ରକୁ ନିହାତି ଗୁରୁତ୍ୱ ଦେବା ଜରୁରୀ l ଶାସ୍ତ୍ର ଅନୁସାରେ ଯଦି ଆପଣ ଘରର ଦକ୍ଷିଣ ଦିଗରେ ଝାଡୁ ରଖିବେ ତେବେ ଧନ ର ଦେବୀ ମତ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ l କାହିଁକି ନା ଝାଡୁ ର ସମ୍ବନ୍ଧ ମାଲକ୍ଷ୍ମୀ ଙ୍କ ସହିତ ରହିଛି l

– ବାସ୍ତୁଶାସ୍ତ୍ର ଅନୁସାରେ ଲିଭିଂ ରୁମ ର ମଧ୍ୟ ଖୁବ ମହତ୍ୱ ରହିଛି l ତେଣୁ ଲିଭିଂ ରୁମ ର ଦକ୍ଷିଣ ଦିଗରେ କୌଣସି ସକାରାତ୍ମକ ସ୍ଥିତି ଦର୍ଶାଉଥିବା ଫଟୋ ନିହାତି ଲଗାଇବା ଆବଶ୍ୟକ l ତେଣୁ ଏହି ସ୍ଥାନରେ କୌଣସି ଚଢେଇ ର ଫଟୋ ନିହାତି ଲଗାନ୍ତୁ ଏହା ସକାରାତ୍ମକ ଉର୍ଜା ଆଣିବା ସହିତ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ବରଷାଇ ଥାଏ l

– ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଆର୍ଥିକ ଅନାଟନ ରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଶୋଇବା ସମୟରେ ଦକ୍ଷିଣ ଦିଗକୁ ମୁଣ୍ଡ କରି ସୂଅନ୍ତୁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ଲାଭ କରିବେ l ଯଦି ଏହି ୩ଟି କାର୍ଯ୍ୟ କୁ କରିବେ ତେବେ ଦକ୍ଷିଣ ଦିଗରେ ରଖନ୍ତୁ ଏହି ୩ଟି ଜିନିଷ l

Har Ghar Tiranga

Leave A Reply