Odisha news

ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କୁ ରହିଛି ନିଦ ର ଅଧିକ ଆବଶ୍ୟକତା, କଣ ରହିଛି ଏହା ପଛର ବିଶେଷ କାରଣ

0

ପୁରୁଷ ମାନଙ୍କ ଅପେକ୍ଷା କାହିଁକି ମହିଳା ମାନଙ୍କୁ ରହିଛି ନିଦ୍ରାର ଅଧିକ ଆବଶ୍ୟକତା ? କଣ ରହିଛି ଏହା ପଛର କାରଣ ଆମ ସମସ୍ତଙ୍କୁ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ର ଆବଶ୍ୟକତା ରହିଛି l ଡାକ୍ତର ଙ୍କ ସୂଚନା ଅନୁସାରେ ବ୍ୟକ୍ତି ଅତି କମରେ ୬ରୁ ୮ ଘଣ୍ଟା ନିଦରେ ଶୋଇବା ଜରୁରୀ l ଏହି ଆବଶ୍ୟକତା ବ୍ୟକ୍ତିର ଶରୀର ଓ ହେଲ୍ଥ ଅନୁସାରେ ଅଲଗା ହୋଇପାରେ l ଏମିତିରେ ଚିକିତ୍ସକ ମତରେ ମହିଳା ମାନଙ୍କ ତୁଳନା ରେ ପୁରୁଷ ମାନଙ୍କୁ ନିଦ ର ଅଧିକ ଆବଶ୍ୟକତା ରହିଛି l କିନ୍ତୁ ଏହାର କାରଣ ମଧ୍ୟ ଜାଣିବା ନିହାତି ଜରୁରୀ l ଆସନ୍ତୁ ଆଜି ଜାଣିବା କାହିଁକି ମହିଳା ମାନଙ୍କୁ ନିଡର ଅଧିକ ଆବଶ୍ୟକତା ରହିଛି l

* ପୁରୁଷ ଙ୍କ ତୁଳନାରେ ମହିଳାଙ୍କୁ ୪୦ ପ୍ରତିଶତ ଅଧିକ ନିଦ ର ଆବଶ୍ୟକତା ରହିଛି l ଯେଉଁ ମହିଳା ମାନେ ଇନସମାନୀଆ ରେ ପୀଡିତ ଅଟନ୍ତି ସେମାନଙ୍କୁ ନିଦ ସମ୍ବନ୍ଧିତ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ l ଯେଉଁ କାରଣରୁ ସେମାନଙ୍କୁ ନିଦ ସମୟ ରେ ଅସୁବିଧା ହୋଇଥାଏ l

* ନିଦ ଆସିବା ଦ୍ୱାରା ଅନେକ ପ୍ରକାର ଅସୁବିଧା ହୋଇଥାଏ, ଯେଉଁଥିରେ ହର୍ମୋନଲ ପରିବର୍ତ୍ତନ ଗୋଟିଏ ବଡ଼ କାରଣ ଅଟେ l ମାସିକ ଧର୍ମ ଚକ୍ର ସମୟ ରେ ଏହି ସମସ୍ୟା ଦେଖା ଯାଇଥାଏ, ଏସ୍ଟ୍ରୋଜେନ ଓ ପ୍ରୋଜେଷ୍ଟ୍ରୋନ ଭଳି ହର୍ମୋନ ରେ ଉତଥାନ ପତନ, କ୍ରାମ୍ପସ ଓ ଅନ୍ୟ ଲକ୍ଷଣ ନିଦ ପ୍ୟାଟର୍ନ ପ୍ରଭାବିତ ହୋଇଥାଏ l ମେନାପଯ ସମୟ ରେ ମଧ୍ୟ ନିଦ ସମସ୍ୟା ରହିଥାଏ l

* ଯେଉଁ ମହିଳା ମାନଙ୍କର କାମ କରିବାର କ୍ଷମତା ହ୍ରାସ ହୋଇଥାଏ l   ପୁରୁଷ ତୁଳନାରେ ମହିଳା ମାନେ ଘର ଅଫିସ ଓ ପିଲା ମାନଙ୍କର ଧ୍ୟାନ ରଖି ଥାନ୍ତି l ଯେଉଁ କାରଣରୁ ସେମାନେ ମାନସିକ ଓ ଭାବନାତ୍ମକ ଭାବରେ ଦୁର୍ବଳ ହୋଇ ଥାଆନ୍ତି l

* ପୁରୁଷ ମାନଙ୍କ ତୁଳନାରେ ମହିଳା ମାନଙ୍କ ସହିବା ଶକ୍ତି ଅଧିକ ରହିଥାଏ , ତେଣୁ ସେମାନେ ଅନେକ ଗୁଡିଏ କାର୍ଯ୍ୟ କୁ ମାନସିକ ଚାପ ଯୋଗୁଁ ସହି ଯାଇ ଥାଆନ୍ତି l ତେଣୁ ମାନସିକ ବିଶ୍ରାମ ପାଇଁ ଭଲ ନିଡର ଜରୁରୀ ମହିଳା ମାନଙ୍କୁ ଅଧିକ ରହିଥାଏ l

Leave A Reply