Odisha news

ସ୍ଵର୍ଣ ଭସ୍ମ କଣ ? ଯାହା ପୁରୁଷ ମାନଙ୍କ ର ଯୌନ ଶକ୍ତି ବୃଦ୍ଧି କରିବା ସହିତ ଦୁରେଇ ରଖିଥାଏ ଅନେକ ଶାରୀରିକ ସମସ୍ୟାରୁ

0

ସ୍ବର୍ଣ୍ଣ ସମସ୍ତ ଧାତୁ ମାନଙ୍କ ମଧ୍ୟରେ ସବୁଠୁ ଉତ୍କୃଷ୍ଟ ଧାତୁ ଅଟେ l  ଏଥିରୁ ବାହାରୁଥିବା ଭସ୍ମ କୁ ସ୍ଵର୍ଣ ଭସ୍ମ କୁହାଯାଇ ଥାଏ l ଯାହାକି ମଣିଷ ଶରୀରର ଅସାଧ୍ୟ ରୋଗ ପାଇଁ ଔଷଧି ସମାନ ଅଟେ l ଆମ ଶରୀରର ଅସାଧ୍ୟ ରୋଗ କୁ ଦୂର କରିବାରେ ସ୍ୱର୍ଣ୍ଣ ଭସ୍ମ ର ମହତ୍ଵପୁର୍ଣ ଭୂମିକା ଥାଏ l ଏହାକୁ ନିୟମିତ ବିଧିବଦ୍ଧ ଭାବରେ ସେବନ କରିବା ଦ୍ୱାରା ଅନେକ ପୁରୁଣା ବ୍ୟାଧି ରୁ ଆରାମ ମିଳିଥାଏ l

ସ୍ଵର୍ଣ ଭସ୍ମ କଣ ? –
ସ୍ଵର୍ଣ ଭସ୍ମ କୁ ଶୁଦ୍ଧ ସୁନାରୁ ପ୍ରସ୍ତୁତ କରାଯାଇ ଥାଏ l ଶୁଦ୍ଧ ସ୍ଵର୍ଣ କୁ ମରକ୍ୟୁରୀଆଲ କମ୍ପାଉଣ୍ଡ ଲଗାଯାଇ ଲେମ୍ବୁ ରସରେ ବୁଡାଇ ଗୋଟିଏ ଟାଇଟ ଯାର ରେ ରଖାଯାଇ ଥାଏ l ଏହାପରେ ଉକ୍ତ ଏୟାର ଟାଇଟ ଡବା ଟିକୁ ୪୦୦ ରୁ ୫୦୦ ଡିଗ୍ରୀ ସେଣ୍ଟି ଗ୍ରେଡ଼ ତାପମାତ୍ରା ଚାରି ରୁ ପାଞ୍ଚ ଘଣ୍ଟା ରଖାଯାଇ ଥାଏ l ଏପରି ସ୍ଥିତି ରେ ସ୍ଵର୍ଣ ଭସ୍ମ ପ୍ରସ୍ତୁତ ହୋଇଥାଏ l ସୁଧ ସ୍ଵର୍ଣ ରେ ସ୍ଵର୍ଣ ଭସ୍ମ ପ୍ରସ୍ତୁତ ହୋଇଥାଏ l ଏଥିରେ ସଲଫର, କ୍ୟାଲସିୟମ, କପର ଭଳି ମିନେରାଲସ ରହିଥାଏ l

– ସ୍ଵର୍ଣ ଭସ୍ମ ଦ୍ୱାରା ଶରୀରର ଇମ୍ୟୁନିଟି ବୁଷ୍ଟ ହୋଇଥାଏ l

– ସ୍ଵର୍ଣ ଭସ୍ମ ମାନସିକ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର , ଏବଂ ଆମ ବ୍ରେନ କୁ ବୁଷ୍ଟ କରିଥାଏ l ଏବଂ ବ୍ରେନ କୁ ଭିତରୁ ଫୁଲିବା ହ୍ରାସ କରିଥାଏ l

– ମଧୁମେହ ରୋଗୀ ଙ୍କ ପାଇଁ ସ୍ଵର୍ଣ ଭସ୍ମ ଖୁବ ହିତକର ଅଟେ l ବ୍ଲଡ଼ ସୁଗାର କୁ ମଧ୍ୟ ସନ୍ତୁଳିତ ରଖିଥାଏ l

– ପାଚନ ସମ୍ବନ୍ଧୀୟ ସମସ୍ୟା କୁ ଦୂର କରିବାରେ ସ୍ଵର୍ଣ ଭସ୍ମ ର ଖୁବ ଯୋଗଦାନ ରହିଛି l

– ଫୁସଫୁସ ପାଇଁ ସ୍ଵର୍ଣ ଭସ୍ମ ଖୁବ ଉପଯୋଗୀ, ହୃଦୟ କୁ ଫିଟ ରଖିବାରେ ସ୍ଵର୍ଣ ଭସ୍ମ ର ଖୁବ ଗୁରୁତ୍ୱପୂର୍ଣ ଭୂମିକା ରହିଛି l

– ସ୍ଵର୍ଣ ଭସ୍ମ ଚକ୍ଷୁ ପାଇଁ ଖୁବ ପ୍ରଭାବଶାଳୀ ଅଟେ , ଏହାକୁ ଆମେ ଦୁଗ୍ଧ ଓ ସୁଧ ଦେଶୀ ଘିଅ ଓ ମହୁ ସହିତ ସେବନ କରିବା ଖୁବ ହିତକାରୀ ଅଟେ l

– ବିଶେଷ ଭାବରେ ସ୍ଵର୍ଣ ଭସ୍ମ ପୁରୁଷ ମାନଙ୍କର ଯୌନ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର, ପୂର୍ବେ ରାଜା ମହାରାଜା ବଂଶ ବୃଦ୍ଧି ପାଇଁ ନିୟମିତ ସେବନ କରୁଥିଲେ l

Nalco

Leave A Reply