Odisha news

ମୃତ୍ତିକା ସଂରକ୍ଷଣ ଓ , ଜଳ ବିଭାଜିକା  ତରଫରୁ ୧୬୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ କୁ 64 ଲକ୍ଷ ଟଙ୍କା ର ଆବର୍ତ୍ତନ ପାଣ୍ଠି ବଣ୍ଟନ।

0
 ଆଠଗଡ ତା ୪-୩-୨୪ ଆଠଗଡ଼ ସହର ସ୍ଥିତ ମହୋତ୍ସବ ପଡ଼ିଆ ଠାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ତରଫରୁ ମହିଳା ଚାଷୀମାନଙ୍କୁ କୃଷି କାର୍ଯ୍ୟରେ ଆର୍ଥିକ ସ୍ଵାବଲମ୍ବି କରିବା ପାଇଁ କୃଷି କୃଷକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ମହିଳା ଚାଷୀଙ୍କୁ  ଏସଏଚଜି ଗୃପ ମାଧ୍ୟମରେ ପ୍ରଥମ ପ୍ରର୍ଯ୍ୟ।ୟରେ ୧୬୦ ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୪୦ ହଜାରେ ଟଙ୍କା ହିସାବରେ ମୋଟ ୬୪ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ    ପ୍ରଦାନ କରିଛନ୍ତି। ଏହି ସାଧାରଣ ସଭା ରେ ଅନ୍ୟତମ ଅତିଥି ଭାବରେ ତିନି ନମ୍ବର ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଉମେଶ ଜେନା ,
ଋତୁପର୍ଣ୍ଣା ଜେନା, ବିଭୂତି ଭୂଷଣ ଶତପଥୀ, ପ୍ରଭାକର ନାୟକ ସଂଗ୍ରାମ କୁଅଁର , ରାଜ୍ୟ ବିହନ ଜୈବିକ୍ ପ୍ରାମାଣିକ ସଂସ୍ଥା ର ନିର୍ଦେଶକ ନିରାକାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ଏବଂ  ସାତ ଗୋଟି ଜଳ ବିଭାଜିକା  କମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସହିତ ଆବର୍ତ୍ତନ ପାଇଥିବା ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହିଥିଲେ। ପୂର୍ବତନ ଜିଲ୍ଲାପରିଷଦ ଲତା ନାଏକ ମଞ୍ଚ ପରିଚାଳନା କରିଥିଲେ।
Nalco

Leave A Reply