Odisha news

୮୮ତମ ଶିବ ଜୟନ୍ତୀ ଉପଲକ୍ଷେ ଶିବ ସନ୍ଦେଶ ରଥ ପରିକ୍ରମା କାର୍ଯ୍ୟକ୍ରମ

0
ନିରାକାରପୁର,୪/୩: ମହାଶିବରାତ୍ରୀ ଉପଲକ୍ଷେ ୮୮ତମ ଶିବ ଜୟନ୍ତୀ ଅବସରରେ ଶିବ ସନ୍ଦେଶ ରଥ ପରିକ୍ରମା କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ପଞ୍ଚାୟତ ବୋଡଙ୍ଗରାପାଟଣା ପ୍ରଜପିତା ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ବରଦାନୀ ଭବନ ତରଫରୁ   ଗତ ୩ ତାରିଖ ରୁ ଆରମ୍ଭ ହୋଇଅଛି। ସୁନ୍ଦର ଶିବ ସନ୍ଦେଶ ସହ ଘରେ ଘରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ହରିପୁର ଠାରୁ ବାହାରି ଉଜ୍ଜଲାଗୋପିନାଥପୁର, ଉଦୟଗିରି, ବଡପାରୀ, ଝରିଆ ଓ ଗମ୍ଭାରୀମୁଣ୍ଡା , କୁହୁଡି, ରତନପୁର ପ୍ରମୁଖ ଗ୍ରାମରେ ପରିକ୍ରମା କରି ଶେଷରେ ୭ ତାରିଖ ଦିନ ବଡ ଆଡ଼ମ୍ବରରେ ବଡପୋଖରିଆ ବୋଡଙ୍ଗରା ପାଟଣା ପରିକ୍ରମା ଶେଷ କରି ବରଦାନୀ ଭବନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବା
Nalco

Leave A Reply