Odisha news

ଏମ୍ସ ଚିକିତ୍ସକ ଙ୍କ ମତ : ନିୟମିତ ଜଳଖିଆ ରେ ଚୁଡା, ଦହି ଓ ଗୁଡ଼ ଖାଇବା ଦ୍ୱାରା ଶରୀରକୁ ବିଭିନ୍ନ ରୋଗ ନିକଟରୁ ପ୍ରୋଟେକ୍ସନ ମିଳିଥାଏ

0

ସାଧାରଣ ଭାବରେ ଚୁଡା ଦହି ଓଡ଼ିଶାର ଗୋଟିଏ ପ୍ରଚଳିତ ଜଳଖିଆ ଭାବରେ ପ୍ରସିଧ ଅଟେ l ଓଡିଶା ବ୍ୟତୀତ ଭାରତ ବର୍ଷ ର କିଛିଟା ରାଜ୍ୟ ଯେପରିକି ଉତ୍ତରପ୍ରଦେଶ, ବିହାର ଓ ଝାରଖଣ୍ଡ ରେ ମଧ୍ୟ ଚୁଡା ଦହି ଖାଇବାର ଦେଖିବାକୁ ମିଳିଥାଏ l ଚୁଡା ଦହି ଖାଇବା ପାଇଁ ଯେତିକି ସୁସ୍ୱାଦୁ ଅଟେ ସେତିକି ପୋଷାକ ତତ୍ତ୍ୱରେ ମଧ୍ୟ ଭରପୁର ଅଟେ l ବିଶେଷ ଭାବରେ ଚୁଡା ଦହି ଓ ଗୁଡ଼ ଶୀତଋତୁ ରେ ଖାଇବା ଦ୍ୱାରା ଶରୀରକୁ ଚମତ୍କାର ଲାଭ ମିଳିଥାଏ l ଏମ୍ସ ର ଚିକିତ୍ସକ ମାନଙ୍କ ମତରେ ଚୁଡା ଦହି ଓ ଗୁଡ଼ ଶରୀର କୁ ବିଭିନ୍ନ ରୋଗ ନିକଟରୁ ପ୍ରୋଟେକ୍ସନ ଦେଇଥାଏ l

– ଦହି ଓ ଚୁଡା ପ୍ରୋଟିନ ରେ ଭରପୁର ଅଟେ, ଗୁଡ଼ ଶରୀର କୁ ଏନର୍ଜି ଦେଇଥାଏ ଓ ଥକାପଣ ଦୂର କରିଥାଏ l ତେଣୁ ଚୁଡା ଗୁଡ଼ ଓ ଦହି ନିୟମିତ ସେବନ କରିବା ଦ୍ୱାରା ଶରୀର କୁ ଫାଇବର ମିଳିଥାଏ l ପାଚନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l

– ଦହି ରେ ପ୍ର-ବାୟୋଟିକ ରହିଛି ଯାହାକି ପେଟ ସମ୍ବନ୍ଧୀୟ ସମସ୍ତ ସମଷସ୍ୟ ରୁ ଆରମ୍ ଦେଇଥାଏ ପେଟ ରେ ଗୁଡ଼ ବ୍ୟାକ୍ଟେରିଆ ମଧ୍ୟ ଡେଭେଲପ କରିଥାଏ l ଦହି ପ୍ରୋଟିନ, କ୍ୟାଲସିୟମ ଓ ଅନ୍ୟ ଭୀଟାମୀନସ ରେ ଭରପୁର ଅଟେ l

– ଦହି ଓ ଚୁଡା ରେ ପ୍ରୋଟିନ , କ୍ୟାଲସିୟମ ସହିତ ଅନ୍ୟ ପୋଷାକ ତତ୍ୱ ଭରପୁର ମାତ୍ରାରେ ରହିଛି l ଯାହାଦ୍ୱାରା ଆମ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରପୁର ହୋଇ ରହିଥାଏ l ଏବଂ ଆମେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇପାରି ନଥାଉ l ଏବଂ ଏପରି ସ୍ଥିତି ରେ ଓଜନ ସନ୍ତୁଳିତ ହୋଇ ରହିଥାଏ l

– ନିୟମିତ ଚୁଡା ଦହି ଜଳଖିଆ ରେ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ସନ୍ତୁଳିତ ରହିଥାଏ, କାହିଁକି ନା ଦହିରେ ଥିବା ପ୍ର- ବାୟୋଟିକ ରକ୍ତଚାପ କୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ l

Leave A Reply