Odisha news

ସାମାଜିକ ଗଣମାଧ୍ୟମର ରାଜ୍ୟ କୋର୍ କମିଟି ସଦସ୍ୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନାମ ତାଲିକା ଘୋଷଣା

0

 ୨ ଜଣ ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ଓ ୧୨ଜଣ କୋର୍ ଟିମ୍ ସଦସ୍ୟ ନାମ ତାଲିକା ଘୋଷଣା
 ରାଜ୍ୟ କାର୍ଯ୍ୟକାରିଣୀ ଟିମ୍ ରେ ୩୬ଜଣ ଜିଲ୍ଲା ପ୍ରଭାରୀଙ୍କୁ ମିଶାଇ ବିଭିନ୍ନ ଜିଲ୍ଲାରୁ ମୋଟ ୪୯ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ

ଭୁବନେଶ୍ୱର ତା.୦୧/୧୦: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ସାମାଜିକ ଗଣମାଧ୍ୟମ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ୍ ଘୋଷଣା କରିଛନ୍ତି । ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ଭାବେ ଚିନ୍ମୟ ପଣ୍ଡା ଓ ସୂଚରିତା ଜେନାମଣି; ଅର୍ଜୁନ ଜଗତ, ବବଲୁ ମହାନ୍ତି, ବିରଂଚି ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଓଝା, ମାନସୀ ମଞ୍ଜରୀ ରାୟ, ମନୋଜ କୁମାର ବେହେରା, ପ୍ରଦୀପ୍ତ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ଶିଳ୍ପା ଗିରିଗୋସ୍ୱାମୀ ଓ ଶ୍ରୀନିବାସ ପଣ୍ଡାଙ୍କୁ କୋର୍ କମିଟି ସଦସ୍ୟ ରୂପେ ନିଯୁକ୍ତ କରାଯାଇଛି । ରାଜ୍ୟ ସାମାଜିକ ଗଣମାଧ୍ୟମର ସହ ସଂଯୋଜକ ଭାବେ ୨ ଜଣ; ରାଜ୍ୟ କୋର୍ ଟିମ୍ ସଦସ୍ୟ ୧୨ଜଣ; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୪୯ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ସାମାଜିକ ଗଣମାଧ୍ୟମ ମୁଖ୍ୟ ଶ୍ରୀ ପଟ୍ଟନାୟକ ପ୍ରେସ୍ ବାର୍ତାରେ ଜଣାଇଛନ୍ତି ।

 

Leave A Reply