Odisha news

ସାନରାଉତପଡ଼ା ରେ ନନ୍ଦ ଉତ୍ସବ ପାଳିତ

0
ନିରାକାରପୁର,୮/୯: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାନରାଉତପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାଉତରପୁର ଗ୍ରାମରେ ମହା ଆଡ଼ମ୍ବରରେ ନନ୍ଦଉତ୍ସବ ପାଳିତ ହୋଇଛି! ଶତାଧିକ ଯୁବକ ଦହିହାଣ୍ଡି ପ୍ରତିଯୋଗିତାରେ ଭାଗ ନେଇଥିଲେ ! ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କିଶୋର ରାଉତରାୟ ସହଯୋଗ କରିଥିଲେ। ଏହାକୁ  ଆୟୋଜନ କରିଥିଲେ ୱ।ର୍ଡ ମେମ୍ବର ମଙ୍ଗୁଳି ବେହେରା ,ଗୋଲଖ ବିହାରୀ ବେହେରା ଓ ରାଉତରପୁର୍ ଗ୍ରାମବାସୀ ବୃନ୍ଦ ।
Har Ghar Tiranga

Leave A Reply