Odisha news

ଅଖିଳ ଭାରତ କୃଷକ ଙ୍କ ଗଞ୍ଜାମ ବ୍ଲକ ସମୁଖରେ ଷୋହଳ ଦଫା ଦାବି ସହ ଧାରଣା ପ୍ରତିବାଦ ସଭା

0

1/9/23 : ବର୍ଷ ବର୍ଷଧରି ଚାଷୀ ଅର୍ଣ୍ଣ ଦାତା ସମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କ ରେ ବହୁବାର ଦୃଷ୍ଟି ଆକର୍ଷଣ କରିଛୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଜି ଶୋଳ ଦଫା ଦାବିନେଇ ବ୍ଲକ ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ଙ୍କୁ ଏକ ଦାବି ପତ୍ର ଦିଆଯାଇଛି ଉପଯୁକ୍ତ ଦୁଛ ତା ର ବୈଜ୍ଞାନିକ ସର୍ବେକ୍ଷଣ ସବୁଜ ସାରରେ ବ୍ୟବହାର କୁ ପ୍ରୋଛାହନ ଜମି ଜମା ର ରେକଡ଼ ସଂଶୋଧନ ଜଳ ଉତ୍ସ ସଂଯୋଗୀ କରଣ ନଦୀ ଅବବାହିକା ନଦୀ ଗର୍ଭରେ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଜରିଆରେ ଅଂଚଳ କୁ ବ୍ୟାପକ ଜଳ ସେଚନ ପ୍ରସ୍ତାବ ପ୍ରତି ସରକାର ଙ୍କ ଉଦାସୀନତା ମନୋଭାବ ଯୋଗୁ ସରକାରୀ ସ୍ତରରେ ଠିକ କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ଦାବି କରିଛନ୍ତି ବିଗତ ବର୍ଷ ଲଘୁଚାପ ଜନିତ ବର୍ଷା ଯୋଗୁ ଚାଷୀ ତାର ନିଜ ଧାନ ଫସଲ ର ଅଭାବୀ ବିକ୍ରୀ ର ଶିକାର ହେବାରପ୍ରତିବାଦ କରିଛନ୍ତି କୁଇଣ୍ଟାଲ ପିଛା ପାଞ୍ଚ ରୁ ସାତ କିଲୋଗ୍ରାମ ଅଧିକ ଧାନ ଚାଷୀ ମାନଙ୍କ ଠାରୁ ଜୋର ଜବରଦସ୍ତ ନିଆ ଯାଉଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଦାବି ପତ୍ର ରେ ଉଲେଖ କରିଛନ୍ତି ପରିସ୍ଥିତି କୁ ନଜର ରଖି ଆବଶ୍ୟକ ପରିମାଣ ର ବିହନ ବିକଳ୍ପ ବିହନ କୀଟନାଶକ ମହଜୁଦ ରଖାଯିବା ଆବଶ୍ୟକ

Har Ghar Tiranga

Leave A Reply