ହିନ୍ଦୁ ଧର୍ମରେ ହୋଲିକୁ ରଙ୍ଗର ପର୍ବ ଭାବରେ ମହତ୍ୱ ଦିଆଯାଇଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ହୋଲିର ଏହି ପର୍ବ ଫାଲଗୁନ ମାସରେ ପାଳିତ ହୋଇଥାଏ l ଏହି ପର୍ବ ଫାଲଗୁନ ପୂର୍ଣ୍ଣମୀ ଦିନ ହୋଲିକା ଦହନ ହିସାବରେ ପାଳିତ ହୋଇଥାଏ l ଏହି ଦିନ ପ୍ରତେକଟି ବ୍ୟକ୍ତି ମିଳିତ ଭାବରେ ଆନନ୍ଦରେ ପର୍ବଟିକୁ ପାଳନ କରନ୍ତି l ଶାସ୍ତ୍ରର ମାନ୍ୟତା ଅନୁସାରେ ଯଦି ହୋଲିଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଏ ତେବେ ବ୍ୟକ୍ତିକୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହନୁମାନ ମଙ୍ଗଳ କାରକ ଅଟନ୍ତି l ତେଣୁକରି ଏହି ଦିନ ହନୁମାନଙ୍କର ବିଶେଷ ପୂଜା କରାଯିବ ଆବଶ୍ୟକ l
* ପୂର୍ଣ୍ଣମୀ ଦିନ ରାତିରେ ହୋଲିକା ଡାହାଣ ପରେ ହନୁମାନଙ୍କ ନିକଟରେ ଘିଅ ଦୀପ ଜଳାଇବା ଆବଶ୍ୟକ l ତା ସହିତ ତାଙ୍କୁ ନାଲି ରଙ୍ଗର ପୁଷ୍ପ ଓ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ l କାରଣ ଏହିଦିନ ହନୁମାନଙ୍କ ପାଇଁ ନାଲି ରଙ୍ଗର ଅନେକ ମହତ୍ୱ ରହିଛି l
* ହନୁମାନଙ୍କୁ ହୋଲି ଦିନ ସିନ୍ଦୁର ସହିତ ରାଶି ତେଲ ମିଶାଇ ଲଗାଇ ଦିଅନ୍ତୁ l ଏହାପରେ ଏହି ସିନ୍ଦୂରାକୁ ନିଜ ଘରର ପ୍ରବେଶ ଦ୍ୱାରରେ ଲଗାନ୍ତୁ l ଲଗାଇବା ବେଳେ ମନରେ ବିଶେଷ କରି ହନୁମାନଙ୍କୁ ଧ୍ୟାନ କରିବା ଆବଶ୍ୟକ l କାରଣ ହନୁମାନ ଆପଣଙ୍କ ଜୀବନର ସମସ୍ତ ଅସୁବିଧାକୁ ଦୂର କରିବେ l
* ଫାଲ୍ଗୁନ ପୂର୍ଣମୀ ଦିନ ହନୁମାନଙ୍କ ନିକଟରେ ଯେ କୌଣସି ମିଠା ଜନିଷ ପ୍ରସାଦ ଭାବରେ ଅର୍ପଣ କରିବେ l ତା ସହିତ ହନୁମାନ ଚାଳିଶା ପାଠ କରିବାକୁ ଭୁଲିବେ ନାହିଁ l ପୂଜା ସମ୍ପୂର୍ଣ ହେବା ପରେ ପ୍ରାସାଦକୁ ସେବନ କରିବେ l
* ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ ,ତେଣୁ ସେ ସମସ୍ତ ସଂକଟକୁ ଦୂର କରିଥାଆନ୍ତି l ତେଣୁ ତାଙ୍କ ନିକଟରେ ନିଜର ମନର ଇଚ୍ଛା ଜଣାଇବା ସହିତ ଆଶୀର୍ବାଦ ନେଇ ପୂଜା ଓ ବ୍ରତ ସମାପନ କରିବେ l ହାଲିରେ ହନୁମାନଙ୍କ ପୂଜାର କଣ ରହିଛି ମହତ୍ୱ ,ଆସନ୍ତୁ ଜାଣିବା
ହିନ୍ଦୁ ଧର୍ମରେ ହୋଲିକୁ ରଙ୍ଗର ପର୍ବ ଭାବରେ ମହତ୍ୱ ଦିଆଯାଇଛି l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ହୋଲିର ଏହି ପର୍ବ ଫାଲଗୁନ ମାସରେ ପାଳିତ ହୋଇଥାଏ l ଏହି ପର୍ବ ଫାଲଗୁନ ପୂର୍ଣ୍ଣମୀ ଦିନ ହୋଲିକା ଦହନ ହିସାବରେ ପାଳିତ ହୋଇଥାଏ l ଏହି ଦିନ ପ୍ରତେକଟି ବ୍ୟକ୍ତି ମିଳିତ ଭାବରେ ଆନନ୍ଦରେ ପର୍ବଟିକୁ ପାଳନ କରନ୍ତି l ଶାସ୍ତ୍ରର ମାନ୍ୟତା ଅନୁସାରେ ଯଦି ହୋଲିଦିନ ଭଗବାନ ହନୁମାନଙ୍କୁ ପୂଜା କରାଯାଏ ତେବେ ବ୍ୟକ୍ତିକୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ l
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହନୁମାନ ମଙ୍ଗଳ କାରକ ଅଟନ୍ତି l ତେଣୁକରି ଏହି ଦିନ ହନୁମାନଙ୍କର ବିଶେଷ ପୂଜା କରାଯିବ ଆବଶ୍ୟକ l
* ପୂର୍ଣ୍ଣମୀ ଦିନ ରାତିରେ ହୋଲିକା ଡାହାଣ ପରେ ହନୁମାନଙ୍କ ନିକଟରେ ଘିଅ ଦୀପ ଜଳାଇବା ଆବଶ୍ୟକ l ତା ସହିତ ତାଙ୍କୁ ନାଲି ରଙ୍ଗର ପୁଷ୍ପ ଓ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଆବଶ୍ୟକ l କାରଣ ଏହିଦିନ ହନୁମାନଙ୍କ ପାଇଁ ନାଲି ରଙ୍ଗର ଅନେକ ମହତ୍ୱ ରହିଛି l
* ହନୁମାନଙ୍କୁ ହୋଲି ଦିନ ସିନ୍ଦୁର ସହିତ ରାଶି ତେଲ ମିଶାଇ ଲଗାଇ ଦିଅନ୍ତୁ l ଏହାପରେ ଏହି ସିନ୍ଦୂରାକୁ ନିଜ ଘରର ପ୍ରବେଶ ଦ୍ୱାରରେ ଲଗାନ୍ତୁ l ଲଗାଇବା ବେଳେ ମନରେ ବିଶେଷ କରି ହନୁମାନଙ୍କୁ ଧ୍ୟାନ କରିବା ଆବଶ୍ୟକ l କାରଣ ହନୁମାନ ଆପଣଙ୍କ ଜୀବନର ସମସ୍ତ ଅସୁବିଧାକୁ ଦୂର କରିବେ l
* ଫାଲ୍ଗୁନ ପୂର୍ଣମୀ ଦିନ ହନୁମାନଙ୍କ ନିକଟରେ ଯେ କୌଣସି ମିଠା ଜନିଷ ପ୍ରସାଦ ଭାବରେ ଅର୍ପଣ କରିବେ l ତା ସହିତ ହନୁମାନ ଚାଳିଶା ପାଠ କରିବାକୁ ଭୁଲିବେ ନାହିଁ l ପୂଜା ସମ୍ପୂର୍ଣ ହେବା ପରେ ପ୍ରାସାଦକୁ ସେବନ କରିବେ l
* ହନୁମାନଙ୍କୁ ସଙ୍କଟ ମୋଚନ କୁହାଯାଏ ,ତେଣୁ ସେ ସମସ୍ତ ସଂକଟକୁ ଦୂର କରିଥାଆନ୍ତି l ତେଣୁ ତାଙ୍କ ନିକଟରେ ନିଜର ମନର ଇଚ୍ଛା ଜଣାଇବା ସହିତ ଆଶୀର୍ବାଦ ନେଇ ପୂଜା ଓ ବ୍ରତ ସମାପନ କରିବେ l
Comments are closed.