Odisha news

କ୍ରିସମାସ ର ଉତ୍ସାହ କୁ ବଢାଇବା ପାଇଁ ନିଜ ପ୍ରିୟଜନ ଙ୍କୁ ପଠାନ୍ତୁ ଏଭଳି ସନ୍ଦେଶ

0

ଈସାଈ ଧର୍ମର ମାନ୍ୟତା ଅନୁସାରେ ୨୫ ଡିସେମ୍ବର ରେ ପ୍ରଭୁ ଯୀଶୁ ଙ୍କର ଜନ୍ମ ହୋଇଥିଲା, ସେଥିପାଇଁ ଏହିଦିନ ଈସାଈ ଧର୍ମ ର ଲୋକେ କ୍ରିସମାସ ଡେ ପାଳନ କରି ଥାଆନ୍ତି, ଚର୍ଚ୍ଚ ଯାଇ ଥାଆନ୍ତି, ନିଜ ଘରକୁ ସଜାଇ ଥାଆନ୍ତି, ସମସ୍ତେ ସମସ୍ତ ଙ୍କୁ ଉପହାର ଦେଇ ଥାଆନ୍ତି, ଏବଂ ସମ୍ପର୍କୀୟ ମାନଙ୍କ ସହିତ ଖୁସି ରେ ଦିନ ଅତିବାହିତ କରନ୍ତି l

ଏମିତିରେ ଦେଖିବାକୁ ଗଲେ କ୍ରିସମାସ ଈସାଈ ମାନଙ୍କର ପର୍ବ ଅଟେ, କିନ୍ତୁ ଏହାକୁ ପ୍ରତ୍ୟେକ ଧର୍ମର ଲୋକେ ପାଳନ କରିଥାଆନ୍ତି , ଏବଂ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାଆନ୍ତି , ଆପଣ ମଧ୍ୟ ନିଜ ପ୍ରିୟ ଜନ ଙ୍କୁ ଏହିଭଳି ସମ୍ବର୍ଧନା ମେସେଜ ପଠାନ୍ତୁ l

– କ୍ରିସମାସ ପର୍ବ ଆପଣଙ୍କ ଅପାର ଖୁସି ନେଇ ଆସୁ, ଆପଣଙ୍କ ପାଇଁ ଆଜିର ବଡ଼ଦିନ ଟି ସୁଖମୟ ହେଉ, କ୍ରିସମାସ ର ଅନେକ ଅନେକ ଶୁଭେଚ୍ଛା l

– ଯେସସ ଙ୍କ ହାତ ଆପଣଙ୍କ ହାତରେ ଥାଉ, ଯେସସ ସର୍ବଦା ଆପଣଙ୍କ ସହିତ ଥାଆନ୍ତୁ, ଆପଣଙ୍କ ଜୀବନ ରେ ସର୍ବଦା ପ୍ରକାଶ ରହିଥାଉ, କ୍ରିସମାସ ର ଅନେକ ଅନେକ ଶୁଭେଚ୍ଛା l

– ସାଣ୍ଟାକ୍ଲଜ ଆପଣଙ୍କ ପାଇଁ ଆଣୁ ଉପହାର, ଜୀବନ ରେ ରହିବ ସର୍ବଦା ପ୍ରେମ ଓ ସୌହାର୍ଦ୍ୟ, କ୍ରିସମାସ ରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା l

– ଏହି କ୍ରିସମାସ ରେ କେହି ଜଣେ ଦେବଦୁତ ହୋଇ ଆସୁ ଏବଂ ତୁମ ଜୀବନ ରୁ ସମସ୍ତ ଦୁଃଖ କଷ୍ଟ ଦୂର କରିଦେଉ l

– କ୍ରିସମାସ ରେ ଆପଣଙ୍କ ଉପରେ ରହିଥାଉ ପ୍ରଭୁ ଯୀଶୁ ଙ୍କ କୃପା, କ୍ରିସମାସ ରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା l

Leave A Reply